19.1 C
Bhubaneswar
Friday, December 5, 2025
Homeଓଡିଶାକଳିଙ୍ଗା ଘାଟି ମରାମତି ୭ ଦିନ ଲାଗିବ !

କଳିଙ୍ଗା ଘାଟି ମରାମତି ୭ ଦିନ ଲାଗିବ !

ଭୁବନେଶ୍ୱର: କଳିଙ୍ଗା ଘାଟି ଭୂସ୍ଖଳନରେ  ମରାମତି ପାଇଁ ପ୍ରାୟ ୭ ଦିନ ଲାଗିବ । ମରାମତି ପାଇଁ ନିୟୋଜିତ ଏନଏଚଆଇର ପ୍ରମ୍ରୁଖ ଅଧିକାରୀ ସୂଚନା ଦେଇଛନ୍ତି । କହିଛନ୍ତି, ପ୍ରଥମେ ଅସ୍ଥାୟୀ ମରାମତି କରି ଗାଡି ଚଳାଚଳ ବ୍ୟବସ୍ଥା ହେବ ।ପୁଣି ଧସିଲା କଳିଙ୍ଗା ଘାଟି । ଏଥର ବିରାଟ ବିରାଟ ପଥର ସବୁ ଖସି ରାସ୍ତା ପୂରା ବନ୍ଦ ହୋଇ ପଡିଛି । କଳିଙ୍ଗାଘାଟି ଗଞ୍ଜାମ ଆଉ କନ୍ଧମାଳ ଜିଲ୍ଲାକୁ ସଂଯୋଗ କରୁଥିବା ଏକ ମାତ୍ର ରାସ୍ତା ହୋଇଥିବାରୁ ଯୋଗାଯୋଗ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି । ବିଜୟୱାଡା ଓ ରାଞ୍ଚି କରିଡର ହୋଇଥିବାରୁ ବ୍ୟବସାୟ ପାଇଁ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଥିବା ଏହି ଘାଟି ରାସ୍ତା ଏବେ ପୂରା ବନ୍ଦ ହୋଇଯାଇଛି । ପ୍ରବଳ ବର୍ଷା ଯୋଗୁଁ ଏଭଳି ସ୍ଥିତି ଉତ୍ପନ୍ନ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking