30.1 C
Bhubaneswar
Saturday, February 14, 2026
Homeଓଡିଶାକଳିକେଶ ଏକୁଟିଆ ନେତୃତ୍ୱ ନେଇପାରିବେନି: ଦେବାଶିଷ

କଳିକେଶ ଏକୁଟିଆ ନେତୃତ୍ୱ ନେଇପାରିବେନି: ଦେବାଶିଷ

ଭୁବନେଶ୍ୱର: କଳିକେଶଙ୍କୁ ବିଜେଡି ନେତୃତ୍ୱ ଦାବିରେ ମୁହଁ ଖୋଲିଲେ ଦେବାଶିଷ ସାମନ୍ତରାୟ । ସେ ଜଣେ ଯୁବ ଦକ୍ଷ ନେତା, ତାଙ୍କ ପରିବାର ସହ ନବୀନଙ୍କର ଭଲ ସମ୍ପର୍କ । ନବୀନଙ୍କୁ ଭେଟିବା ନୂଆ କଥା ନୁହେଁ, ଏକୁଟିଆ ନେତୃତ୍ୱ ନେଇପାରିବେନି । ବର୍ତ୍ତମାନ ସମସ୍ତଙ୍କୁ ସାଥିରେ ନେଇ ଯିବାର ଅଛି । କିନ୍ତୁ ନେତାଙ୍କୁ ବର୍ତ୍ତମାନ ଅଣଦେଖା କରାଯାଉଛି, ସାଥିରେ ନେବା ଉଚିତ । ପଞ୍ଚାୟତ ନିର୍ବାଚନରେ ସମସ୍ତଙ୍କୁ ଏକାଠି ନେଇ କାମ ନକଲେ ଦଳ ପାଇଁ କ୍ଷତି । କଳିକେଶଙ୍କୁ ନେତୃତ୍ୱ ନେଇ ପ୍ରଥମେ ପ୍ରସଙ୍ଗ ଉଠାଇଥିଲେ ଦିବ୍ୟଶଙ୍କର ମିଶ୍ର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking