ପୁରୀ: ବଡଦାଣ୍ଡରେ ଚାଲି ଚାଲି ରଥଟଣା ତଦାରଖ କଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ରଥଟଣା ବିଳମ୍ବ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି । କହିଲେ, ମହାପ୍ରଭୁଙ୍କ ନିଜ ଇଚ୍ଛାରେ ରଥଯାତ୍ରା ଚାଲିଛି । ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ନେଇ ରାଜନୀତି ନ ହେଉ ।