21.1 C
Bhubaneswar
Saturday, February 7, 2026
Homeଓଡିଶାକାଳୀପୂଜା ଭସାଣ: କଟକରେ ସାଇଲେନ୍ସ ଜୋନ

କାଳୀପୂଜା ଭସାଣ: କଟକରେ ସାଇଲେନ୍ସ ଜୋନ

କଟକ: କଟକରେ କାଳୀପୂଜା ଭସାଣ ପାଇଁ ହେବ ସାଇଲେନ୍ସ ଜୋନ । ଦରଘା ବଜାର ଥାନା ସିଟି ହସ୍ପିଟାଲ ନିକଟରେ ହେବ ସାଇଲେନ୍ସ  ଜୋନ । ଏନେଇ ପ୍ରେସମିଟରେ  ସୂଚନା ଦେଲେ  ପୋଲିସ କମିଶନର  ଏସ ଦେବଦତ୍ତ ସିଂ  ସୂଚନା ଦେଇଛନ୍ତି । କଟକ ସହରରେ ମୁତୟନ ହେବେ ୫୦ ପୋଲିସ ଫୋର୍ସ । ସମ୍ବେଦନଶୀଳରେ ସ୍ଥାନରେ ହେବ ସ୍ୱତନ୍ତ୍ର ବ୍ୟବସ୍ଥା । ରୁଫ ଟଫ ପୋଲିସ ବ୍ୟବସ୍ଥା ସହ ଡ୍ରୋନ ଓ ସିସିଟିଭି ନଜରରେ ରହିବ ଜୋନ ।  କେନ୍ଦ୍ରୀୟ ଫୋର୍ସ ବି ନିୟୋଜିତ ହେବେ କହିଛନ୍ତି ପୋଲିସ କମିଶନର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking