କଟକ: କଟକରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହୋଇଛି । ଭୁବନେଶ୍ୱର ଆକାଶରେ କଳାହାଣ୍ଡିଆ ମେଘ ଦେଖାଯାଉଛି । ପ୍ରଚଣ୍ଡ ରୁଦ୍ର ତାପରୁ ସାମୟିକ ଆଶ୍ୱସ୍ଥି ମିଳିଛି । ସୂଚନା ଥାଉକି, ଆଗକୁ ବଢୁଛି ମୌସୁମୀ, ଦକ୍ଷିଣ ଆରବ ସାଗରରେ ଆହୁରି ଅଗ୍ରସର ହେବ । ଦକ୍ଷିଣ ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ବି ଅଗ୍ରସର ବଢୁଛି । ଆଗାମୀ ୨ରୁ ୩ ଦିନ ଧ୍ୟରେ ଦକ୍ଷିଣ ଆରବ ସାଗରର ଆଗକୁ ବଢିବ । ଦକ୍ଷିଣ- ପଶ୍ଚିମ ମୌସୁମୀ ଆଗକୁ ବଢିବା ପାଇଁ ପରିସ୍ଥିତି ଅନୁକୂଳ ରହିଛି ।