ମୟୂରଭଞ୍ଜ: ମୟୂରଭଞ୍ଜରେ ରାଜସ୍ୱ ଓ ପ୍ରାକୃତିକ ବିପର୍ଯୟ ମନ୍ତ୍ରୀ ସୁରେଶ ପୂଜାରୀ । କାଳବୈଶାଖୀ କ୍ଷୟକ୍ଷତି ନେଇ ମନ୍ତ୍ରୀଙ୍କ ସମୀକ୍ଷା । ବାଙ୍ଗିରିପୋଷି ବ୍ଲକର କ୍ଷତିଗ୍ରସ୍ତ ଅଞ୍ଚଳ କଲେ ପରିଦର୍ଶନ । କାଳବୈଶାଖୀ ଓ କୁଆପଥର ବୃଷ୍ଟିରେ ପ୍ରଭାବିତ ବାଙ୍ଗିରିପୋଷି ।