25.1 C
Bhubaneswar
Monday, December 8, 2025
Homeଦେଶ ବିଦେଶକାଲି ନିଲମ୍ବନ ଆଜି ଏମଏଲସି ପଦରୁ ଇସ୍ତଫା ଦେଲେ କେ. କବିତା

କାଲି ନିଲମ୍ବନ ଆଜି ଏମଏଲସି ପଦରୁ ଇସ୍ତଫା ଦେଲେ କେ. କବିତା

ନୂଆଦିଲ୍ଲୀ: ଭାରତ ରାଷ୍ଟ୍ର ସମିତିରୁ ମଙ୍ଗଳବାର  ନିଲମ୍ବିତ ହେବା ପରେ କେ. କବିଚା ବୁଧବାର ଦିନ  ଏମଏଲସି ପଦରୁ ଇସ୍ତଫା ଦେଇଛନ୍ତି । ଏଥି ସହିତ କବିତା କହିଛନ୍ତି, ଏହା ଏକ ଷଡଯନ୍ତ୍ର । ଯନ୍ତ୍ରଣାଦାୟକ । ମୁଁ ଆଉ କୌଣସି ଦଳକୁ ଯାଉନାହିଁ । କିନ୍ତୁ ତେଲେଙ୍ଗାନା ଜାଗୃତି ସଦସ୍ୟମାନଙ୍କ ସହିତ ଆଲୋଚନା କରି ପରବର୍ତ୍ତୀ ପଦକ୍ଷେପ ନିଷ୍ପତ୍ତି ନେବି ବୋଲି ସେ କହିଛନ୍ତି । ସୂଚନାଥାଉକି,  ଦଳ ବିରୋଧୀ କାଯ୍ୟ କରିବାରୁ କେ କବିତାଙ୍କୁ ମଙ୍ଗଳବାର ଦିନ ତାଙ୍କ ବାପା ବିଆରଏସ ସଭାପତି ଚନ୍ଦ୍ର ଶେଖର ରାଓ  ନିଲମ୍ବନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking