13.1 C
Bhubaneswar
Sunday, December 7, 2025
Homeଓଡିଶାମୃତ ଛାତ୍ରୀଙ୍କୁ ନ୍ୟାୟ  ପ୍ରଦାନ କରାଯିବ : ମୁଖ୍ୟମନ୍ତ୍ରୀ

ମୃତ ଛାତ୍ରୀଙ୍କୁ ନ୍ୟାୟ  ପ୍ରଦାନ କରାଯିବ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : କିଟ ହଷ୍ଟେଲରେ ନେପାଳର ଛାତ୍ରୀ ମୃତ୍ୟୁ ଘଟଣାରେ  କ୍ୟାମ୍ପସକୁ ଫେରିବାକୁ ନେପାଳର ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି ।   ନେପାଳ  କାଉନସେଲରଙ୍କ ସହ କଥା ହେଲେ  ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ,  ମୃତ ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ କରାଯିବ ।  ଅନ୍ୟପଟେ ଅଭିଯୁକ୍ତକୁ ଅଧିକ ପଚାରାଉଚାରା ପାଇଁ ରିମାଣ୍ଡରେ ନେଇଛି ପୋଲିସ । ମୃତା ଛାତ୍ରୀର ଲାପଟପ , ଫୋନ ଜବତ କରି ଫୋରେନସିକ ଲ୍ୟାବକୁ ପଠାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking