15.1 C
Bhubaneswar
Friday, January 16, 2026
Homeଓଡିଶାଯାହା ନ୍ୟାୟ ତାହା କରାଯିବ: ମନମୋହନ

ଯାହା ନ୍ୟାୟ ତାହା କରାଯିବ: ମନମୋହନ

ଭୁବନେଶ୍ୱର: ୱ।କଫ ଆଇନ ସଂଶୋଧନକୁ ବିଜେଡିର ବିରୋଧ ପ୍ରସଙ୍ଗ। ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା । ଯାହା ନ୍ୟାୟ ତାହା କରାଯିବ। ବିରୋଧ କରିବା ନାଁରେ କିଛି ଲୋକ ବିରୋଧ କରୁଛନ୍ତି। କେହି ଅନ୍ୟାୟର ଶିକାର ହେବେନି। ସମସ୍ତଙ୍କ ସମାନ ନ୍ୟାୟ ପାଇଁ କାମ କରୁଛନ୍ତି ସରକାର। ଏହାକୁ ଦେଶର ୯୯ ପ୍ରତିଶତ ଲୋକ ସମର୍ଥନ କରୁଛନ୍ତି। ୱ।କଫ ଆଇନ ସଂଶୋଧନ ଦେଶ ପାଇଁ ଆବଶ୍ୟକ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking