30.1 C
Bhubaneswar
Wednesday, December 4, 2024
Homeଦେଶ ବିଦେଶଏଫଆଇଆରର ୩ ବର୍ଷରେ ନ୍ୟାୟ : ଶାହ

ଏଫଆଇଆରର ୩ ବର୍ଷରେ ନ୍ୟାୟ : ଶାହ

ନୂଆଦିଲ୍ଲୀ : ଦେଶରେ ୩ଟି ନୂଆ ଅପରାଧିକ ଆଇନ ଲାଗୁ ନେଇ ଗୃହ ମନ୍ତ୍ରୀ ଅନିତ ଶାହଙ୍କ ସୂଚନା ରହିଛି । ଚଣ୍ଡିଗଡରେ ସ୍ୱତନ୍ତ୍ର ଉତ୍ସବରେ ୩ ଆଇନ ଏକଆସାଙ୍ଗେ ଲାଗୁ ହେଲା କହିଲେ ଗୃହ ମନ୍ତ୍ରୀ ଅମିତ ଶାହ । ପଯ୍ୟାୟକ୍ରେମେ ସାରା ଦେଶରେ  ଲାଗୁ ହେବ ୩ ଅପରାଧିକ ଆଇନ । ୧୬୦ ବର୍ଷ ତଳେ ପୁରୁଣା ।ଇନ ତିଆରି ହୋଇଥିଲା । ବ୍ରିଟିଶ ପାର୍ଲାମେଣ୍ଟରେ  ସେମାନେ ତାଙ୍କ ସୁରକ୍ଷା ପାଇଁ ଆଇନ କରିଥିଲେ । ମୋଦି ଆଣିଥିବା ଆଇନ ଆମ ସଂସଦରେ ଓ ଆମ ପାଇଁ ତିଆରି । ଏହି ଆଇନ ଦଣ୍ଡ ପାଇଁ ନୁହେଁ, ନ୍ୟାୟ ପାଇଁ କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking