ଭୁବନେଶ୍ୱର : ରାଜଧାନୀରେ ମହିଳା ସାମ୍ବାଦିକଙ୍କ ମୃତ୍ୟୁ ଘଟଣା । ସାମ୍ବାଦିକାଙ୍କ ମୃତ୍ୟୁ ଘଟଣାରେ ବଢୁଛି ସସପେନ୍ସ । ଆତ୍ମହତ୍ୟା ପଛରେ କାରଣକୁ ନେଇ ଖୋଳତାଡ । ମୃତ୍ୟୁର ପୂର୍ବଦିନ ଥାନାରେ ହୋଇଥିଲା ଅଭିଯୋଗ । ସାମ୍ବାଦିକଙ୍କ ମୃତ୍ୟୁ ଘଟଣାରେ ବଢୁଛି ସସପେନ୍ସ । ମଧୁମିତା ପରିଡାଙ୍କ ପରିବାର ଲୋକ ଆଣିଛନ୍ତି ହତ୍ୟା ଅଭିଯୋଗ । ସାମ୍ବାଦିକଙ୍କ ସ୍ୱାମୀ ଶ୍ରୀଧର ଜେନା ଥାନାରେ ଅଟକ । ବାପଘର ଲୋକଙ୍କ ଅଭିଯୋଗ ପରେ ସ୍ୱାମୀ ଓ ଦେଢଶୁରଙ୍କୁ ଅଟକ ରଖିଛି ପୋଲିସ । ଘଟଣାର ତଦନ୍ତ କରୁଛି କ୍ୟାପିଟାଲ ଥାନା ପୋଲିସ ।










