31.1 C
Bhubaneswar
Friday, March 14, 2025
Homeଓଡିଶାବିଧାନସଭା ପ୍ରେସ ଗ୍ୟାଲେରୀରେ ସାମ୍ବାଦିକଙ୍କୁ ମୋବାଇଲ ମନା

ବିଧାନସଭା ପ୍ରେସ ଗ୍ୟାଲେରୀରେ ସାମ୍ବାଦିକଙ୍କୁ ମୋବାଇଲ ମନା

ଭୁବନେଶ୍ୱର : ବିଧାନସଭା ପ୍ରେସ ଗ୍ୟାଲେରୀରେ ସାମ୍ବାଦିକଙ୍କୁ ମୋବାଇଲ ମନା । ଗୃହର କାଲିର ଘଟଣା ପରେ ସାମ୍ବାଦିକଙ୍କୁ ମୋବାଇଲ ବାରଣ କରାଯାଇଛି । ଏନେଇ ଗାନ୍ଧୀ ମୂର୍ତ୍ତି ତଳେ ସାମ୍ବାଦିକମାନେ ଧାରଣା ଦେଇଛନ୍ତି । ଆଜି ପାଇଁ ସାମ୍ବାଦିକଙ୍କୁ ମୋବାଇଲ ମନା । ମୋବାଇଲ ବାରଣ ପରେ ପ୍ରଶ୍ନକାଳକୁ ବୟକଟ କଲେ ସାମ୍ବାଦିକ । ବୁଝାସୁଝା ପରେ ଧାରଣାରୁ ହଟିଲେ ସାମ୍ବାଦିକ । ସରକାରୀ ମୁଖ୍ୟ ସଚେତକ ଓ ଉପମୁଖ୍ୟସଚେତକଙ୍କ ବୁଝାସୁଝା ପରେ ଧାରଣାରୁ ହଟିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking