ନବରଙ୍ଗପୁର: ସାମ୍ବାଦିକଙ୍କୁ ଛୁରାମାଡ କଲେ ଯୁବକ । ନିଶାସକ୍ତ ଅବସ୍ଥାରେ ଛୁରାମାଡ କଲେ ଯୁବକ । ଗୁରୁତର ଅବସ୍ଥାରେ ସାମ୍ବାଦିକଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି । ଅଭିଯୁକ୍ତ ଯୁବକକୁ ନିର୍ଧୁମ ପିଟିଛନ୍ତି ଗ୍ରାମବାସୀ । ଲୋକଙ୍କ ମାଡରେ ଯୁବକ ଆହତ ହୋଇଛନ୍ତି । ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।










