29.1 C
Bhubaneswar
Friday, April 18, 2025
Homeଓଡିଶାଆୟୁଷ୍ମାନ ମଞ୍ଚରୁ ପାଣ୍ଡିଆନଙ୍କୁ  ଟାର୍ଗେଟ କଲେ ଜୁଏଲ ଓରାମ

ଆୟୁଷ୍ମାନ ମଞ୍ଚରୁ ପାଣ୍ଡିଆନଙ୍କୁ  ଟାର୍ଗେଟ କଲେ ଜୁଏଲ ଓରାମ

କଟକ: ଆୟୁଷ୍ମାନ ମଞ୍ଚରୁ ପାଣ୍ଡିଆନଙ୍କୁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଟାର୍ଗେଟ କରିଛନ୍ତି । କହିଲେ ଲୁଟିବା ବ୍ୟବସ୍ଥା କରାଯାଇଥିଲା । ଖରା ,ପାଣି , ସ୍ୱାସ୍ଥ୍ୟ ସବୁଥିରୁ ଖାଇଲେ । ଏବେ ବିନା ପାଣିର ମାଛ ଭଳି ସ୍ଥିତି ରହିଛି । ଆଜିଠୁ ଲାଗୁହେଲା ଆୟୁଷ୍ମାନ ଯୋଜନା । ଏହାର ଶୁଭାରମ୍ଭ କଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି ନଡ୍ଡା । ଆୟୁଷ୍ମାନରେ ଯୋଡିହେଲା ଓଡିଶା । ୩ ମାସ ଭିତରେ ସମସ୍ତଙ୍କ ପାଖରେ ପହଞ୍ଚିବ କାର୍ଡ । ୨୯ ହଜାର ମେଡିକାଲରେ  ମିଳିବ ସ୍ୱାସ୍ଥ୍ୟସେବା । ଏହି ଯୋଜନାରେ ଉପକୃତ ହେବେ  ୧ କୋଟି ୩ ଲକ୍ଷରୁ ଅଧିକ ପରିବାର । ଏହି କାଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି ନଡ୍ଡା, ମୁଖ୍ୟମନ୍ତ୍ରୀ ମୋହନ ମାଝୀ , ସ୍ୱାସ୍ଥ୍ୟମନ୍ତ୍ରୀ ଡଃ. ମୁକେଶ ମହାଲିଙ୍ଗ, ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା, କନକ ବର୍ଧନ ସିଂହ ଦେଓ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking