21.1 C
Bhubaneswar
Wednesday, February 11, 2026
Homeଓଡିଶାପଶ୍ଚିମବଙ୍ଗ ସୀମାରେ ଜିନ୍ନତ: ମନ୍ତ୍ରୀ

ପଶ୍ଚିମବଙ୍ଗ ସୀମାରେ ଜିନ୍ନତ: ମନ୍ତ୍ରୀ

ଭୁବନେଶ୍ୱର: ବାଘୁଣୀ ଜିନ୍ନତକୁ ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ , ପଶ୍ଚିମବଙ୍ଗ ସୀମାରେ ଅଛି ବାଘୁଣୀ ଜିନ୍ନତ । ବାଘୁଣୀକୁ ଠିକ ଭାବେ ଠିକ ଭାବେ ଟ୍ରାକ କରାଯାଇ ପାରିନି । ସବୁ ସ୍ଥାନରେ ଜିପିଏସ ନେଟୱାର୍କ ନାହିଁ । ବହୁତ ସ୍ଥାନରେ ଜିପିଏସ ଫେଲ ମାରୁଛି । ଓଡିଶା , ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ବନବିଭାଗ ଟ୍ରାକ କରୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking