19.1 C
Bhubaneswar
Saturday, December 13, 2025
Homeଓଡିଶାଝାରସୁଗୁଡ଼ାରେ ୩୭ ଡିଗ୍ରୀ ତାପମାତ୍ରା ରେକର୍ଡ

ଝାରସୁଗୁଡ଼ାରେ ୩୭ ଡିଗ୍ରୀ ତାପମାତ୍ରା ରେକର୍ଡ

ଭୁବନେଶ୍ୱର: ଧୀରେ ଧୀରେ ବଢୁଛି ତାତି। ୩୭ ଡ଼ିଗ୍ରୀ ଅତିକ୍ରମ କଲା ତାତି। ଗତ କାଲି ସାଢେ ୨ଟା ସୁଦ୍ଧା ଝାରସୁଗୁଡା ରେ ୩୬.୨°C ରେକର୍ଡ ହୋଇଥିବା ବେଳେ ଆଜି ସମାନ ସମୟରେ ୩୭ଡ଼ିଗ୍ରୀ ଅତିକ୍ରମ କରିଛି l ସେହିପରି ଭୁବନେଶ୍ୱରରେ, ଗତକାଲି ଏହି ସମୟରେ ତାପମାତ୍ରା ୩୧.୬°C ଥିବା ବେଳେ ଆଜି ୩୨.୪°C ରେକର୍ଡ ହୋଇଛି । ଓଡ଼ିଶା ରେ ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହର ଅବଧି ବଢିବ ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ। ସ୍ୱାଭାବିକ ଠାରୁ ଅଧିକ ତାପମାତ୍ରା ରହିବ ବୋଲି ଆକଳନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking