21.1 C
Bhubaneswar
Saturday, December 20, 2025
Homeଦେଶ ବିଦେଶଝାଡଖଣ୍ଡରେ ପ୍ରବଳ ଥଣ୍ଡା ଅନୁଭୂତ

ଝାଡଖଣ୍ଡରେ ପ୍ରବଳ ଥଣ୍ଡା ଅନୁଭୂତ

ଝାଡଖଣ୍ଡ: ଝାଡଖଣ୍ଡରେ ବର୍ତ୍ତମାନ ପ୍ରବଳ ଥଣ୍ଡା ସାଙ୍ଗକୁ ଘନ କୁହୁଡି ଦେଖାଦେଇଛି । ଉତ୍ତର ଭାରତରେ ତୁଷାରପାତ ଏବଂ ଦକ୍ଷିଣ ପୂର୍ବରୁ ଆସୁଥିବା ପବନର ପ୍ରଭାବ ରାଜ୍ୟର ପାଗକୁ ସମ୍ପୁର୍ଣ୍ଣ ପରିବର୍ତ୍ତନ କରିଛି । ଥଣ୍ଡା ରାଜ୍ୟରେ ଅନେକ ସ୍ଥାନରେ ଜୀବନକୁ ଗୁରୁତର ପ୍ରଭାବ ପକାଇଛି । ରାଞ୍ଚିର ପାଣିପାଗ କେନ୍ଦ୍ର ଅନୁଯାୟୀ, ଆଗାମୀ ତିନି ଦିନ ପାଇଁ ରାଜ୍ୟର ୧୪ଟି ଜିଲ୍ଲାରେ କୁହୁଡି ସହିତ ପ୍ରବଳ ଥଣ୍ଡା ପଡିଛି । ପାଗ ପରିବର୍ତ୍ତନ ଯୋଗୁଁ ବମାନ ଚଳାଚଳ ପ୍ରଭାବିତ ହୋଇଛି । ୧୪ଟି ବିମାନ ଉଡାଣ ବାତିଲ କରାଯାଇଛି । ଅନେକ ପ୍ରମୁଖ ଟ୍ରେନ ମଧ୍ୟ ନିର୍ଦ୍ଧାରିତ ସମୟ ଅପେକ୍ଷା ବିଳମ୍ବରେ ରାଞ୍ଚିରେ ପହଞ୍ଚିଛି । ପାଣିପାଗ ବିଭାଗ ଅନୁଯାୟୀ, ଗତ ୨୪ ଘଣ୍ଟାରେ ସର୍ବନିମ୍ନ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking