ଭୁବନେଶ୍ୱର: ବିକେ ସିଂଙ୍କୁ ଝାଳବୁହା ଜେରା । ରାଜଧାନୀରେ ମର୍ସିଡିଜ ଗାଡିରୁ ୧୦ ଲକ୍ଷ ଟଙ୍କା ମିଳିବା ଘଟଣାରେ ବ୍ରିଜ ଆଣ୍ଡ ରୁଫ କମ୍ପାନୀର ଜିଏମ ବିକେ ସିଂ ଙ୍କୁ ଜେରା କରାଯାଇଛି । ସମନ ପାଇ ହାଜର ହେଲେ ବିକେ ସିଂ । ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ଚିଠି ଲେଖି ଅଡୁଆରେ ଥିଲେ ବାବୁ । ଏହି ବାବୁ ପରେ ଆଉ କେଉଁ କେଉଁ ଆଇଏଏସ ସମ୍ପୃକ୍ତ ତାକୁ ନେଇ ଚର୍ଚ୍ଚା । ଚିଠି ଲେଖିବା ପଛର କାରଣ ଖୋଜୁଛି ସିବିଆଇ । ବିଷ୍ଣୁଙ୍କ ଲିଙ୍କରେ ସିବିଆଇର ଝାଳବୁହା ଜେରା ।










