32.1 C
Bhubaneswar
Sunday, March 22, 2026
Homeଓଡିଶାଝିଅ ବାହାଘର ପାଇଁ ରଖିଥିବା ଅଳଙ୍କାର ଲୁଟ୍‌

ଝିଅ ବାହାଘର ପାଇଁ ରଖିଥିବା ଅଳଙ୍କାର ଲୁଟ୍‌

ସୋର: ଆସନ୍ତା ମାସରେ ବାହାଘର ଥିଲା, ଅଳଙ୍କାର ପୋଛି ନେଇଗଲେ ଦୁର୍ବୃତ୍ତ । ଦିନ ଦ୍ବିପ୍ରହରରେ ଝିଅ ବାହାଘର ପାଇଁ ରଖିଥିବା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ । ବଡ଼ଖୁରିଆ ଗାଁରେ ଘରେ ପଶି ୧୦ରୁ ୧୨ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟିନେଇଛନ୍ତି ଦୁର୍ବୃତ୍ତ । ମା’ ଝିଅ ଭୋଜି ଖାଇବାକୁ ଯାଇଥିବା ବେଳେ ଲୁଟି ନେଇଗଲେ । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି ପୋଲିସ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking