32.1 C
Bhubaneswar
Friday, March 13, 2026
Homeଓଡିଶାବିଜେପି ଛାଡିଲେ ଜୀବନ ପ୍ରଦୀପ

ବିଜେପି ଛାଡିଲେ ଜୀବନ ପ୍ରଦୀପ

ଭୁବନେଶ୍ୱର: ବିଜେପି ଛାଡିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ । ରବୀନ୍ଦ୍ର ଜେନା ବିଜେପିରେ ସାମିଲ ହେବା ପରେ ଇସ୍ପଫା ଦେଲେ । ମୂଲ୍ୟବୋଧ ଯୁକ୍ତ ରାଜନୀତି ବିଚାରଠୁ ଦୂରେଇ ଯାଇଛି ବିଜେପି । ନଚେତ ଚିଟଫଣ୍ଡ ଅଭିଯୁକ୍ତକୁ ବିଜେପିରେ କିପରି ସାମିଲ କରାଗଲା । ଜଣେ ଅଭିଯୁକ୍ତକୁ ଆଣି ଦଳରେ ସାମିଲ କରିବା ରାଜ୍ୟ ବିଜେପିରେ ପ୍ରଥମ । ଭବିଷ୍ୟତ କାର୍ଯ୍ୟପନ୍ଥା ବାବଦରେ କୌଣସି ନିଷ୍ପତ୍ତି ନେଇ ନାହିଁ କହିଲେ ପ୍ରଦୀପ । ୨୦୨୪ ରେ କ୍ଷମତାକୁ ଆସିବା ପରେ ବିଜେପିର ନୈତିକ ପତନ ଅଛି । ପ୍ରଦୀପ ଜୀବନଙ୍କ ଅଭିଯୋଗ ନେଇ ବିଜେପିର ପ୍ରତିକ୍ରିୟା ମିଳିପାରିନି । ଆଜି ସକାଳୁ ଜୀବନ ପ୍ରଦୀପ ବିଜେପି ଛାଡିବେ ବୋଲି ଚର୍ଚ୍ଚା ହେଉଥିଲା । ଆଉ ସେ ବିଜେପି ଛାଡିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking