26.1 C
Bhubaneswar
Thursday, May 1, 2025
Homeଦେଶ ବିଦେଶପ୍ରକାଶ ପାଇଲା ଜେଇଇ ମେନ୍ସ ୨୦୨୫ ରେଜଲ୍ଟ

ପ୍ରକାଶ ପାଇଲା ଜେଇଇ ମେନ୍ସ ୨୦୨୫ ରେଜଲ୍ଟ

ନୂଆଦିଲ୍ଲୀ: ପ୍ରକାଶ ପାଇଲା ଜେଇଇ ମେନ୍ସ ୨୦୨୫ ରେଜଲ୍ଟ । ଜେଇଇ ମେନ୍ସ ସେସନ-୨ ରେଜଲ୍ଟ ପ୍ରକାଶ ପାଇଛି । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ରେଜଲ୍ଟ ପ୍ରକାଶ ପାଇଛି । ୩୦୦ଟି ସହରର ୫୩୧ଟି କେନ୍ଦ୍ରରେ ପରୀକ୍ଷା ହୋଇଥିଲା । ଅଲ ଇଣ୍ଡିଆ ର‌୍ୟାଙ୍କ ଘୋଷଣା କରିଛି ଏନଟିଏ । ଅଲ ଇଣ୍ଡିଆ ର‌୍ୟାଙ୍କ  ପ୍ରଥମ ସ୍ଥାନ ଅଧିକାର କରିଛନ୍ତି  ଓଡିଶାର ଓମ ପ୍ରକାଶ ବେହେରା । ସେ ରାଜସ୍ଥାନ କୋଟାରୁ କୋଚିଂ ନେଉଥିଲେ । ୨୪ ଜଣ ଛାତ୍ରଛାତ୍ରୀ ୧୦୦ ସ୍କୋପ ପାଇଥିବା  ନେଇ ଏନଟିଏ ଘୋଷଣା କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking