23.1 C
Bhubaneswar
Sunday, March 22, 2026
Homeଖେଳମୁମ୍ବାଇ ଇଣ୍ଡିଆନ୍ସ ମୁଖ୍ୟ କୋଚ୍‌ ହେଲେ ଜୟବର୍ଦ୍ଦନ

ମୁମ୍ବାଇ ଇଣ୍ଡିଆନ୍ସ ମୁଖ୍ୟ କୋଚ୍‌ ହେଲେ ଜୟବର୍ଦ୍ଦନ

ମୁମ୍ବାଇ : ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ମହେଲା ଜୟବର୍ଦ୍ଦନ ପୁଣି ଥରେ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ)ର ମୁଖ୍ୟ କୋଚ୍ ଭାବେ ଦଳକୁ ଫେରିଛନ୍ତି। ୨୦୧୭ରୁ ୨୦୨୨ ପର୍ଯ୍ୟନ୍ତ ସେ ଏମଆଇ ମୁଖ୍ୟ କୋଚ୍‌ ଥିଲେ। ଏହା ପରେ ତାଙ୍କୁ ଏମଆଇର ଗ୍ଲୋବାଲ ହେଡ୍‌ ଭାବେ ନିଯୁକ୍ତି ମିଳିବା ପରେ ତାଙ୍କ ସ୍ଥାନରେ ଦକ୍ଷିଣ ଆଫ୍ରିକୀୟ କ୍ରିକେଟର ମାର୍କ ବୁଚରଙ୍କୁ ଦଳ ମୁଖ୍ୟ କୋଚ୍ ଭାବେ ନିଯୁକ୍ତି ଦେଇଥିଲା। କିନ୍ତୁ ଗତ ସିଜନରେ ଆଇପିଏଲରେ ଏମଆଇର ନୈରାଶ୍ୟଜନକ ପ୍ରଦର୍ଶନ ପରେ ବୁଚରଙ୍କୁ ହଟାଇଛି ଦଳ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking