ଭୁବନେଶ୍ୱର : ଜୟନାରାୟଣ ମିଶ୍ରଙ୍କ ଆଗୁଆ ଜାମିନ ଆବେଦନ ଖାରଜ ହୋଇଛି ା ଆଗୁଆ ଜାମିନ ଆବେଦନ ଖାରଜ କଲେ ସୁପ୍ରିମ କୋର୍ଟ । ସୁପ୍ରିମ କୋର୍ଟ କହିଛନ୍ତି , ନେତାଙ୍କ ବ୍ୟବହାର ଉଦାହରଣ ହେବା ଉଚିତ । ମହିଳା ଅଧିକାରୀଙ୍କୁ ଚାପୁଡା ମାରିଥିବା ନେଇ ମାମଲା ହୋଇଥିଲା । ଏନେଇ ସୁପ୍ରିମ କୋର୍ଟ ଜୟନାରାୟଣଙ୍କର ଆଗୁଆ ଜାମିନ ଖାରଜ କରିଛନ୍ତି ।