23.1 C
Bhubaneswar
Sunday, March 22, 2026
Homeଓଡିଶାବିଜେଡିକୁ ଜୟନାରାୟଣଙ୍କ କଟାକ୍ଷ

ବିଜେଡିକୁ ଜୟନାରାୟଣଙ୍କ କଟାକ୍ଷ

ଭୁବନେଶ୍ୱର: ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରିବ ନା ନାହିଁ ଚର୍ଚ୍ଚା ପ୍ରସଙ୍ଗ । ବିଜେଡି ସମର୍ଥନକରିବ କି ନାହିଁ ଆଗ ନିଷ୍ପତ୍ତି ନେଉ କହିଲେ ଜୟନାରାୟଣ ମିଶ୍ର । ତାପରେ ଦେଖିବା କେତେ ସାଂସଦ ସପକ୍ଷରେ ଦେଉଛନ୍ତି ଭୋଟ । ତାଙ୍କ ସାଂସଦ ତାଙ୍କ ନିୟନ୍ତ୍ରଣରେ ନାହାନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking