ଭୁବନେଶ୍ବର: ପୁଣି ତେରଛା ବାଣ ମାରିଲେ ଜୟନାରାୟଣ ମିଶ୍ର । ମୋର ଯୋଗ୍ୟତା ନଥିବା କଥା କହିଲେ ଜୟନାରାୟଣ । ବିଜେପି ବୈଠକରେ ପଛରେ ବସିଲେ ଜୟନାରାୟଣ । ବୁର୍ଲା ଏମସିଏଲରେ ଚାଲିଥିଲା ବୈଠକ । ବିଜପେି ରାଜ୍ୟ ସଭାପତିଙ୍କ ଅଧ୍ୟକ୍ଷତାରେ ଚାଲିଥିଲା ବୈଠକ । ଅନୁରୋଧ ସତ୍ତ୍ୱେ ଆଗକୁ ନଯାଇ ପଛରେ ବସିଲେ ।