31.1 C
Bhubaneswar
Friday, October 18, 2024
Homeଓଡିଶାବିଜେଡି ଭାଙ୍ଗି ଛୀନଛତ୍ର ହୋଇଯିବ: ଜୟନାରାୟଣ

ବିଜେଡି ଭାଙ୍ଗି ଛୀନଛତ୍ର ହୋଇଯିବ: ଜୟନାରାୟଣ

ଭୁବନେଶ୍ୱର: ବିଜେଡି ଭାଙ୍ଗି ଛୀନଛତ୍ର ହୋଇଯିବ ପ୍ରତିକ୍ରିୟା ରଖି କହିଲେ ଜୟନାରାୟଣ ମିଶ୍ର ଏବଂ ବିଜେଡିର ଆୟୁଷ କମ ଦିନ । ବହୁତ ଜଲ୍ଦି ବିଜେଡି ଭାଙ୍ଗି ଛୀନଛତ୍ର ହେବାକୁ ଯାଉଛି । ବହୁ ଯୋଗାଯୋଗରେ ଅଛନ୍ତି, ଦୁର୍ନୀତିମୁକ୍ତନିଙ୍କ କଥା ବିଚାର କରାଯିବ। ବିଜେଡି ପାଖରେ ଆଉ ନେତୃତ୍ୱ ନାହିଁ ଵୋଲି ମଧ୍ୟ ନିଜ ପ୍ରତିକ୍ରିୟାରେ କହିଲେ । ନେତାଙ୍କୁ ଚାକର ଭଳି ରଖିଥିଲେ, ଆଉ ଏବେ ରେଭେଞ୍ଜ ମୁଡ଼କୁ ଆସିଯାଇଛନ୍ତି। ନେତାମାନେ ଦରି ପକାଇବା , ଟେଣ୍ଟ ଖାତା ଖୋଲିବା , ଚେୟାର ବୋହିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking