26.1 C
Bhubaneswar
Saturday, March 15, 2025
Homeଓଡିଶାବଦ୍ରିଙ୍କୁ ଜୟଦେବଙ୍କ ନିଶାନା

ବଦ୍ରିଙ୍କୁ ଜୟଦେବଙ୍କ ନିଶାନା

ଭୁବନେଶ୍ୱର : ରାଜା ଚକ୍ର ପ୍ରସଙ୍ଗରେ  ବଦ୍ରି ପାତ୍ରଙ୍କୁ ନିଶାନା କଲେ ଜୟଦେବ ଜେନା । ୨ ଅଧିକାରୀ ସଂପୃକ୍ତି ଥିବା ବଦ୍ରି କହିବା ପରେ ଜୟଦେବ ଟାର୍ଗେଟ କରିଛନ୍ତି । କହିଛନ୍ତି , ନିଜେ ମନ୍ତ୍ରୀ ଓ ଟାଣୁଆ ନେତା ଥିଲେ । ସେ କଣ ଜାଣିନଥିଲେ । ଯଦି ଜାଣିଥିଲେ ଏବେ କାହିଁକି ମୁହଁ  ଫିଟାଉଛନ୍ତି । ସେତେବେଳେ କହିଲେନି ।  ଯଦି ସେ କହିଥିବେ , ନବୀନ ଶୁଣି ନଥିବେ ମନ୍ତ୍ରୀ ପଦରେ ରହିବା ଉଚିତ ନଥିଲା । କେବଳ ୨ ଅଧିକାରୀଙ୍କୁ ଦାୟୀ କରାଯାଇ ପାରିବନି କହିଛନ୍ତି ଜୟଦେବ । ବହୁ ବଡବଡିଆଙ୍କ ସଂପୃକ୍ତି ରହିଛି । ପୂରା କେନ୍ଦୁଝରକୁ ଲୁଟିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking