18.1 C
Bhubaneswar
Saturday, December 6, 2025
Homeଓଡିଶାରାଜଧାନୀରେ ଜଣ୍ଡିସ ଆତଙ୍କ

ରାଜଧାନୀରେ ଜଣ୍ଡିସ ଆତଙ୍କ

ଭୁବନେଶ୍ବର: କେତେକ ଜିଲ୍ଲାରେ ଡାଇରିଆ ଡର ନ ଜାଉଣୁ, ରାଜଧାନୀରେ ଆତଙ୍କ ଖେଳଆଇଲାଣି ଜଣ୍ଡିସ । ଭୁବନେଶ୍ବର ବଡ଼ଗଡ଼ ବ୍ରିଟ୍‌ କଲୋନି ଅଞ୍ଚଳରେ ଜଣ୍ଡିସ୍ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗତ ମାସେ ହେଲା ଏହି ସଂଖ୍ୟା ବୃଦ୍ଧି ପାଉଛି । ଇ.ଏ କଲୋନି , ବ୍ରହ୍ମେଶ୍ବର ପାଟଣା ଅଞ୍ଚଳରେ ଜଣ୍ଡିସ ରୋଗୀଙ୍କ ସଂଖ୍ୟା ପ୍ରାୟ ୫୦ ଛୁଇଁଥିବାବେଳେ ଏକାଧିକ ରୋଗୀ ସୁସ୍ଥ ହୋଇଛନ୍ତି । ଦୂଷିତ ପାଣି ପିଇ ଜଣ୍ଡିସ୍ ବ୍ୟାପୁଥିବା ଖବର ମିଳିବା ପରେ ଗତ ୨ ଦିନ ତଳେ ସଂକ୍ରମିତ ଅଞ୍ଚଳରୁ ଜଳ ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଥିଲା ଏବଂ ନମୂନାରୁ ଜଣ୍ଡିସ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ହେଲେ ଏ ନେଇ ସରକାରୀ କିମ୍ବା ବିଏମ୍ସି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking