19.1 C
Bhubaneswar
Sunday, January 11, 2026
Homeଓଡିଶାନିୟନ୍ତ୍ରଣ ଭିତରେ ଅଛି ଜଣ୍ଡିସ: ମନ୍ତ୍ରୀ

ନିୟନ୍ତ୍ରଣ ଭିତରେ ଅଛି ଜଣ୍ଡିସ: ମନ୍ତ୍ରୀ

ଭୁବନେଶ୍ୱର: ଖୋର୍ଦ୍ଧା ଜଣ୍ଡିସ ପ୍ରସଙ୍ଗରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ପ୍ରତିକ୍ରିୟା । ମନ୍ତ୍ରୀ କହିଛନ୍ତି ଯେ ନିୟନ୍ତ୍ରଣ ଭିତରେ ଅଛି ଜଣ୍ଡିସ୍ ସ୍ଥିତି । ସ୍କୁଲ ରୋଷେଇ ଘର ପାଇପ୍ ଫାଟି ପାଣି ଦୂଷିତ ହୋଇଥିଲା । ସେହି ପାଣିରୁ ଜଣ୍ଡିସ୍ ବ୍ୟାପିଥିଲା, ପାଣି ରିପୋର୍ଟ ଆସିବା ପରେ ଜଣାପଡିଛି । ସ୍ୱଚ୍ଛ ପାନୀୟ ଜଳ ଯୋଗାଇବାକୁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସ୍ଥିତି ନିୟନ୍ତ୍ରଣରେ ଅଛି, ସବୁ ମ୍ୟୁନିସପାଲିଟିକୁ ସଜାଗ ରହିବାକୁ କୁହାଯାଇଛି । ସ୍କୁଲର ମୋଟ୍ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୫୬୦ ରହିଥିବାବେଳେ ଅଧାରୁ ଅଧିକ ପିଲା ଏବେ ଜଣ୍ଡିସରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking