25.1 C
Bhubaneswar
Tuesday, January 13, 2026
Homeଓଡିଶାଆଦର୍ଶ ସ୍କୁଲରେ ଜଣ୍ଡିସ୍‌: ପହଞ୍ଚିଲା ସ୍ୱାସ୍ଥ୍ୟ ଟିମ୍

ଆଦର୍ଶ ସ୍କୁଲରେ ଜଣ୍ଡିସ୍‌: ପହଞ୍ଚିଲା ସ୍ୱାସ୍ଥ୍ୟ ଟିମ୍

ଢେଙ୍କାନାଳ: ଗଁଦିଆ ବିଶ୍ୱନାଥପୁର ଆଦର୍ଶ ବିଦ୍ୟାଳୟରେ ଜଣ୍ଡିସ୍ ଚିହ୍ନଟ ଘଟଣା । ସ୍ଥିତି ପରଖବା ପାଇଁ ସ୍କୁଲରେ ପହଞ୍ଚିା ସ୍ୱାସ୍ଥ୍ୟ ବିଭାଗ ଟିମ୍ । ସିଡିଏମଓଙ୍କ ସମେତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ପହଞ୍ଚିଛନ୍ତି । ଜିଲ୍ଲା ପାନୀୟ ଜଳ ଯୋଗାଣ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକାରୀ ଅଛନ୍ତି । ଅନ୍ୟପଟେ, ସ୍କୁଲ ଟଏଲେଟ୍ ଭିତରେ ସ୍ଥିତିକୁ ନେଇ ଅଭିବାବକ ଅସନ୍ତୋଷ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ, ଗତକାଲି ଗଁଦିଆ ବ୍ଲକ୍ ବିଶ୍ୱନାଥପୁର ଆଦର୍ଶ ବିଦ୍ୟାଳୟରେ ଜଣ୍ଡିସ୍ ଚିହ୍ନଟ ହୋଇଥିଲା । ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ବୀକାର କରିଥିଲେ ସିଡିଏମ୍‌ଓ । କିନ୍ତୁ ୧୦ରୁ ଅଧିକ ଆକ୍ରାନ୍ତ ହୋଇଥିବା ପିଲା ଓ ଅଭିଭାବକ ଅଭିଯୋଗ କରିଥିଲେ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking