17.1 C
Bhubaneswar
Tuesday, February 3, 2026
Homeଓଡିଶାଜାତୀୟ ଉଦ୍ୟାନ ଛାଡ଼ି ଜଙ୍ଗଲକୁ ଚାଲିଗଲା ଜମୁନା

ଜାତୀୟ ଉଦ୍ୟାନ ଛାଡ଼ି ଜଙ୍ଗଲକୁ ଚାଲିଗଲା ଜମୁନା

ମୟୁରଭଞ୍ଜ: ବାରିପଦା ଶିମିଳିପାଳରେ ଥିବା ବାଘୁଣୀ ‘ଜମୁନା’ ଆଜି ସକାଳେ ଘେରିରୁ ବାହାରି ନିକଟସ୍ଥ ଜଙ୍ଗଲରେ ପ୍ରବେଶ କରିଥିଛି। ଏନେଇ ଶିମିଳିପାଳ ଜାତୀୟ ଉଦ୍ୟାନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ‌ଏବେ ‘ଜମୁନା’ ଶିମିଳିପାଳର ମୂଳ ଅଞ୍ଚଳରେ ବସତି ସ୍ଥାପନ କରିଛି। ସୂଚନା ଅନୁଯାୟୀ, ଆଜି ସକାଳ ୧୦ଟା ବାଘୁଣୀକୁ ଛାଡ଼ିବା ପାଇଁ ସଫ୍ଟ ରିଲିଜ ଏନକ୍ଲୋଜର ଗେଟ୍ ଖୋଲାଯାଇଥିଲା । ସେତେବେଳେ ସେଠାରୁ ବାହାରି ନିଜଟସ୍ଥ ଜଙ୍ଗଲକୁ ଚାଲିଯାଇଥିଲା ‘ଜମୁନା’। ଆଜି ସକାଳ ୧୦ଟା ବାଘୁଣୀକୁ ଛାଡ଼ିବା ପାଇଁ ସଫ୍ଟ ରିଲିଜ ଏନକ୍ଲୋଜର ଗେଟ୍ ଖୋଲାଯାଇଥିଲା । ସେତେବେଳେ ସେଠାରୁ ବାହାରି ନିଜଟସ୍ଥ ଜଙ୍ଗଲକୁ ଚାଲିଯାଇଥିଲା ‘ଜମୁନା’।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking