17.1 C
Bhubaneswar
Friday, February 13, 2026
Homeଦେଶ ବିଦେଶଉରିରେ ଜମ୍ମୁ- କାଶ୍ମୀରର ଉପ ରାଜ୍ୟପାଳ ମନୋଜ ସିହ୍ନା

ଉରିରେ ଜମ୍ମୁ- କାଶ୍ମୀରର ଉପ ରାଜ୍ୟପାଳ ମନୋଜ ସିହ୍ନା

ନୂଆଦିଲ୍ଲୀ: ଜମ୍ମୁ- କାଶ୍ମୀରର ଉପ ରାଜ୍ୟପାଳ ମନୋଜ ସିହ୍ନା ଶୁକ୍ରବାର ଦିନ ଉରି ଗସ୍ତ କରିଛନ୍ତି। ଉପରାଜ୍ୟପାଳ ଉରିରେ ସୈନିକମାନଙ୍କୁ ସାକ୍ଷାତ କରିଛନ୍ତି ଏବଂ ଗତ ରାତିରେ ବିଫଳ ପାକିସ୍ତାନୀ ଡ୍ରୋନ୍ ଆକ୍ରମଣ ପରେ ପରିସ୍ଥିତିର ସମୀକ୍ଷା କରିଛନ୍ତି।ଏଣେ ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ଜମ୍ମୁ ଯାଇ ପାକିସ୍ତାନ ଡ୍ରୋନ୍ ଆକ୍ରମଣ ପରେ ପରିସ୍ଥିତିର ସମୀକ୍ଷା କରୁଛନ୍ତି। ତେଣେ ଉପମୁଖ୍ୟମନ୍ତ୍ରୀ ସୁରି ନ୍ଦର ଚୌଧୁରୀ ସକାଳେ ରଜୌରି ଗସ୍ତ କରି ସେଠାକାର ଡାକ୍ତରଖାନାରେ ସ୍ବାସ୍ଥ୍ୟସେବା ବ୍ୟବସ୍ଥାର ତଦାରଖ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking