24.1 C
Bhubaneswar
Tuesday, December 23, 2025
Homeଓଡିଶାଜେଲ ଫେରନ୍ତାଙ୍କୁ ଖଣ୍ଡାରେ ହାଣି ହତ୍ୟା

ଜେଲ ଫେରନ୍ତାଙ୍କୁ ଖଣ୍ଡାରେ ହାଣି ହତ୍ୟା

ଗଞ୍ଜାମ : ଖଲ୍ଲିକୋଟ ଥାନା ହରିପୁର ଗାଁରେ ଦୁର୍ଦ୍ଦାନ୍ତ ଅପରାଧୀ ରବି ଦାସକୁ ଖଣ୍ଡାରେ ହାଣି ବୀଭତ୍ସ ହତ୍ୟା । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଛି । ନିଜର ଦୁଇ ପୁତୁରାଙ୍କ ସମେତ ଅନ୍ୟ ଦୁଇଜଣ ଅତି ନିର୍ମମ ଭାବେ ଖଣ୍ଡାରେ ହାଣି ହତ୍ୟା କରିଛନ୍ତି । ଘଟଣା ଘଟାଇବା ପରେ ବୋମା ଫୁଟାଇ ଫେରାର ହୋଇଛନ୍ତି ୪ଜଣ ହତ୍ୟାକାରୀ । ଘଟଣା ସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଆରମ୍ଭ କରିଛି । ମୃତ ରବି ଦାସ ନାଁରେ ପୂର୍ବରୁ ହତ୍ୟା ମାମଲା ରହିଥିବା ବେଳେ ୩ମାସ ହେବ ଜେଲରୁ ବାହାରକୁ ଆସିଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking