17.1 C
Bhubaneswar
Monday, December 22, 2025
Homeଓଡିଶାଜଗତସିଂହପୁରରେ ଦୁର୍ଘଟଣା: ବାପା ମୃତ, ପୁଅ ଗୁରୁତର

ଜଗତସିଂହପୁରରେ ଦୁର୍ଘଟଣା: ବାପା ମୃତ, ପୁଅ ଗୁରୁତର

ଜଗତସିଂହପୁର: ଜଗତସିଂହପୁର କାର ଧକ୍କାରେ ବାପା ମୃତ ପୁଅ ଗୁରୁତର । ବାଲିକୁଦା ଥାନା ଗୋପାଳପୁର ଛକରେ ବାଇକକୁ ଧକ୍କା ଦେଲା କାର । ଘଟଣା ସ୍ଥଳରେ ବାପା ମୃତ୍ୟୁ ଘଟିଥିବା ନେଇ ସୂଚନା ଏବଂ ପୁଅକୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର । ଅନ୍ୟଜଣେ ନାବାଳକଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking