20.1 C
Bhubaneswar
Friday, January 16, 2026
Homeଓଡିଶା'ଗୋଟିଏ କ୍ରୀତଦାସ ପାଇଁ ବିଜେଡି ହନ୍ତସନ୍ତ': ଏଲିନା

‘ଗୋଟିଏ କ୍ରୀତଦାସ ପାଇଁ ବିଜେଡି ହନ୍ତସନ୍ତ’: ଏଲିନା

ଭୁବନେଶ୍ୱର: ଶ୍ରୀମୟୀ ମିଶ୍ରଙ୍କ ପରେ ବିଜେଡିକୁ ନିଜ ସୋସିଆଲ ମିଡିଆରେ ଏଲିନା ଦାଶ  ଟାର୍ଗେଟ କରି କହିଛନ୍ତି, ବିଜେଡିକୁ ଏବେ ପ୍ରଭୁ ଜଗନ୍ନାଥ ହିଁ  ଭରସା । ତାଳ ଗଛର ବରଡା ଉପାଖ୍ୟାନ ଦେଇ ଦଳୀୟ ଶୃଙ୍ଖଳାକୁ ତାତ୍ସଲ୍ୟ କରି ଆହୁରି କହିଛନ୍ତି,  ତଳ ବରଡା ଖସୁଛି,  ଉପର ବରଡା ହସୁଛି । ମଝି ବରଡା ଥାଇ କହୁଛି ମୋ ବେଳ କାଳ ଆସୁଛି । ୫୧ରୁ  ୫୦ ହେଲେ ଏବେ ୪୮ ହେଲେ । ଗୋଟିଏ କ୍ରୀତଦାସ ପାଇଁ  ବିଜେଡି କର୍ମୀ  ତୃଣମୂଳ ସ୍ତରରେ ହନ୍ତସନ୍ତ ହେଉଛନ୍ତି । ଯଦି ବିଧାୟକମାନେ ଏକ ନହେଇ କ୍ରୀତଦାସ କରିବେ ।  ଆଗାମୀ ଦିନରେ  କାହା ବେଳ କାଳ  କେତେବେଳେ ଆସିବ । କେବଳ ପ୍ରେସରିଲିଜ ଏବଂ  ମିଡିଆରୁ  ହିଁ ସମସ୍ତେ  ଜାଣିବାକୁ ପାଇବେ । ବେଳ ଥାଉ ଥାଉ ବିଧାୟକ ଏକ ହେବାକୁ  ଦେଲେ ପରାମର୍ଶ ।  ଏକତା ହିଁ ବଳ ବିଭାଜନ ହିଁ ପତନ ! ସୂଚନାଥାଉକି, ଗତକାଲି ଦଳ ବିରୋଧୀ କାର୍ଯ୍ୟ ପାଇଁ ୨ ବିଧାୟକଙ୍କୁ ଦଳରୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ସସପଣ୍ଡେ କରିଛନ୍ତି । ଏହାରି ପରେ ରାଜନୀତି ସରଗରମ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking