14.1 C
Bhubaneswar
Friday, January 16, 2026
Homeଓଡିଶାଜାଣନ୍ତୁ ଆଜି କେତେବେଳ ଯାଏ ମହାପ୍ରଭୁଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ

ଜାଣନ୍ତୁ ଆଜି କେତେବେଳ ଯାଏ ମହାପ୍ରଭୁଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ

ପୁରୀ: ଆଜି ଆଡପ ମଣ୍ଡପରେ ଶ୍ରୀଜିଉଙ୍କ ଶେଷ ଦର୍ଶନ କରିବେ ଶ୍ରଦ୍ଧାଳୁ । ଆଜି ସନ୍ଧ୍ୟା ୫ଟା ଯାଏଁ ଶ୍ରଦ୍ଧାଳୁ ମାନଙ୍କୁ ମିଳିବ ମହାପ୍ରଭୁଙ୍କ ଦର୍ଶନ କରିବାର ସୁଯୋଗ । ତେବେ ଆସନ୍ତାକାଲି ଯାତ୍ରା ସାରି ନୀଳକନ୍ଦରକୁ ଫେରିବେ ନୀଳାଦ୍ରିନାଥ । ତେଣୁ ବାହୁଡ଼ା ନୀତିକୁ ସୁରୁଖୁରୁରେ ସାରିବାକୁ ସନ୍ଧ୍ୟା ଦର୍ଶନ ସମୟକୁ କମ କରାଯାଇଛି । ସନ୍ଧ୍ୟା ଦର୍ଶନ ବନ୍ଦ ପରେ ବାହୁଡା ଯାତ୍ରା ପାଇଁ ନୀତିକାନ୍ତି ଆରମ୍ଭ କରାଯିବ l ଶ୍ରୀଗୁଣ୍ଡିଚାରେ ଶ୍ରୀଜିଉଙ୍କ ଶେଷ ଦର୍ଶନ ପାଇଁ ପୁରୀରେ ଜମିଛି ଲକ୍ଷାଧିକ ଶ୍ରଦ୍ଧାଳୁ ମାନଙ୍କର ଭିଡ଼ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking