Homeଅପରାଧଯାଯାବର ଗଣହତ୍ୟା: ୭ ଗିରଫ ଅପରାଧଓଡିଶା ଯାଯାବର ଗଣହତ୍ୟା: ୭ ଗିରଫ By Ona Khabara 22/11/2024 Share FacebookTwitterPinterestWhatsAppLinkedinReddItTelegram ସୁନ୍ଦରଗଡ଼: ଯାଯାବର ଗଣହତ୍ୟା ମାମଲାରେ ୭ ଗିରଫ । କର୍ଣ୍ଣାଟକରୁ ୭ ଜଣଙ୍କୁ ଗିରଫ କରି ଓଡିଶା ଆଣିଲା ପୋଲିସ । ଅକ୍ଟୋବର ୨୯ ବିଭସ ହତ୍ୟାକାଣ୍ଡ ହୋଇଥିଲା । ସଦର ଥାନା କରମଡିହ ନିକଟ ଗୀତାପଡ଼ାରେ ହତ୍ୟାକାଣ୍ଡ ହୋଇଥିଲା । ସୋଇଥିଲା ବେଳେ ୫ ଜଣଙ୍କୁ ନିର୍ମମ ହତ୍ୟା କରାଯାଇଥିଲା । Share FacebookTwitterPinterestWhatsAppLinkedinReddItTelegram Previous articleଝଗଡାରୁ ବିଷ ପିଇଲେ ୨ ଭଉଣୀNext articleପିଟି ହେଲା ନୌସେନା ଜାହାଜ ସହ ମାଛଧରା ବୋଟ Ona Khabara 5,005FansLike2,475FollowersFollow12,700SubscribersSubscribe HOT NEWS ଓଡିଶା ଜାତୀୟ ପାରା ଆଥଲେଟିକ୍ ଚାମ୍ପିୟାନ ମାନଙ୍କୁ ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ ଦେଶ ବିଦେଶ ଓମାନର ସୁଲତାନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ଓଡିଶା ୩ ଘର ଉପରକୁ ମାଡ଼ିଗଲା ଟ୍ୟାଙ୍କର ଓଡିଶା ଜମି ନେଇ ଶିଳ୍ପ କରୁନଥିବା ୨୫ଶିଳ୍ପାନୁଷ୍ଠାକୁ କାରଣ ଦର୍ଶାଅ ନୋଟିସ୍