25.1 C
Bhubaneswar
Monday, December 22, 2025
Homeଓଡିଶାସୁଜାତା ଏଣ୍ଟ୍ରି କଲେ ଭୁଲ ହେବ: ଦେବାଶିଷ

ସୁଜାତା ଏଣ୍ଟ୍ରି କଲେ ଭୁଲ ହେବ: ଦେବାଶିଷ

ଭୁବନେଶ୍ୱର: ସୁଜାତା କାର୍ତ୍ତିକେୟନ ପାଣ୍ଡିଆନଙ୍କ ବିଜେଡିକୁ ଆସିବା ଚର୍ଚ୍ଚା ପ୍ରସଙ୍ଗରେ ବଡ ମନ୍ତବ୍ୟ ଦେଇଛନ୍ତି, ସାଂସଦ ଦେବାଶିଷ ସାମନ୍ତରାୟ । କହିଛନ୍ତି, ରାଜନୈତିକ ଦୃଷ୍ଟିରୁ ଭୁଲ ହେବ ବଲି ମୁଁ ଭାବୁଛି କହିଲେ । ନବୀନ ବାବୁଙ୍କ ଉତ୍ତରାଧିକାରୀ ଓଡିଶାରୁ କେହି ହଇପାରିବେ । ଓଡିଶାବାସୀ ଯେଉଁ ନେତୃତ୍ୱକୁ ବିଶ୍ୱାସ କରିବେ, ସିଏ ନେତା ହେବେ । ନବୀନ ବାବୁ ନେତା ହେବେ ବଲି କଣ ବିଜୁ ବାବୁ କହିଥିଲେ କି, ନବୀନ ବାବୁ ଏବେ ବି ନେତା ଅଛନ୍ତି, ପରାଜୟ ପରେ ଲୋକେ ଝୁରୁଛନ୍ତି । ବିଜେଡି ସଜାଡି ହଇଗଲେ ରାଜ୍ୟରେ ସବୁଠାରୁ ଭଲ ବିକଳ୍ପ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking