30.1 C
Bhubaneswar
Saturday, March 21, 2026
Homeଓଡିଶାବୋର୍ଡ, ନିଗମ ପାଇଁ କିଛି ସମୟ ଲାଗିବ: ବିଜୟପାଲ

ବୋର୍ଡ, ନିଗମ ପାଇଁ କିଛି ସମୟ ଲାଗିବ: ବିଜୟପାଲ

ଭୁବନେଶ୍ୱର: ଓଡିଶା ଆସିବେ ବିଜେପିର ରାଷ୍ଟ୍ରୀୟ ମହାମନ୍ତ୍ରୀ । ବୋର୍ଡ, ନିଗମ ଏବଂ ଟିମ୍ ପାଇଁ ଚାଲିଛି ଏକ୍ସସାଇଜ୍ । କିଛି ସମୟ ଲାଗିବ, କିନ୍ତୁ ଘୋଷଣା ହେବ କହିଲେ ବିଜେପି ରାଜ୍ୟ ପ୍ରଭାରୀ । ବୋର୍ଡ, ନିଗମ ପାଇଁ ପୁଣି ଓଡିଶା ଆସିବେ ରାଷ୍ଟ୍ରୀୟ ମହାମନ୍ତ୍ରୀ ତରୁଣ ଚିଗ୍ । କୋର କମିଟି ସହ ଆଲୋଚନା ପରେ ନାମ ଘୋଷଣା କରାଯିବ । ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking