22.1 C
Bhubaneswar
Sunday, May 4, 2025
Homeଓଡିଶାଅମରେଶଙ୍କ ପରେ ବର୍ଷିଲେ ବିରଞ୍ଚି

ଅମରେଶଙ୍କ ପରେ ବର୍ଷିଲେ ବିରଞ୍ଚି

ଭୁବନେଶ୍ୱର: ବିଜେଡି କଳି ଏବା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଅମରେଶଙ୍କ ପରେ ବର୍ଷିଲେ ବିରଞ୍ଚି ମହାସୁପକାର । କହିଲେ  ଆମକୁ ଦଳୀୟ କାଯ୍ୟକ୍ରମରେ ଡକାଯାଉନି କହିଲେ । ଦଳ ଆଗକୁ   ବଢିବାକୁ ହେଲେ ଯୁବ ନେତୃତ୍ୱକୁ ପ୍ରାଧାନ୍ୟ ଦେବାର ଅଛି । ଯୁବ ନେତୃତ୍ୱକୁ ବାଦ ଦେଲେ ସଂଗଠନ ଚାଲିବନି । ଅମରେଶ ଏବଂ ମୁଁ ନିର୍ୱାଚନ ଲଢିବାକୁ ଇଚ୍ଛା ରଖିଥିଲୁ । ଦଳୀୟ ନେତୃତ୍ୱ ଆମକୁ ବୁଝାଇ ବସାଇଦେଲେ । ଏହା ଅର୍ଥ ନୁହେଁ  ଆମକୁ ଦଳୀୟ କାଯ୍ୟରେ ବାଦ ଦେବା, ଅବହେଳା କରିବା, ହାରିଥିବା ନେତା , ଯୁବ  ନେତୃତ୍ୱଙ୍କୁ ଭୟ କରୁଛନ୍ତି । ବିଜେଡିରେ ଯୁବ ନେତୃତ୍ୱର ଅଭିବୃଦ୍ଧି ଘଟୁନି , ଦବେଇ ଦିଆଯାଉଛି ।  ନବୀନଙ୍କୁ ଭେଟି ପରାଜିତ ନେତାଙ୍କ ଉପରେ କାଯ୍ୟାନୁଷ୍ଠାନ ଦାବି କରିବୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking