21.1 C
Bhubaneswar
Wednesday, February 11, 2026
Homeଓଡିଶାଉତ୍କଳ ବିଲ୍ଡର୍ସରେ ଆଇଟି ରେଡ

ଉତ୍କଳ ବିଲ୍ଡର୍ସରେ ଆଇଟି ରେଡ

ଭୁବନେଶ୍ୱର: ଉତ୍କଳ ବିଲ୍ଡର୍ସରେ ଆଇଟି ରେଡ ।  ଭୁବନେଶ୍ୱର ଉତ୍କଳ ବିଲ୍ଡର୍ସ ଉପରେ ଅୟକର ବିଭାଗ  ପକ୍ଷରୁ ଚଢାଉ କରାଯାଇଛି । ଆୟକର ଫାଙ୍କିବା ଅଭିଯୋଗରେ ହୋଇଛି ଚଢାଉ । ବିଲ୍ଡର୍ସର ଏକାଧିକ ସ୍ଥାନରେ ରେଡ କରାଯାଉଥିବା ସମୟରେ  ୧୮ଟି ଟିମ ମଧ୍ୟ ସାମିଲ  ରହିଛନ୍ତି ।  ରେଡ କରୁଛନ୍ତି ଆୟକର ବିଭାଗର  ୧୨୦ ଅଧିକାରୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking