27.1 C
Bhubaneswar
Saturday, December 6, 2025
Homeଓଡିଶାବିଜେଡି ନେତାଙ୍କ ଘରେ ଆଇଟି ରେଡ

ବିଜେଡି ନେତାଙ୍କ ଘରେ ଆଇଟି ରେଡ

ନୂଆପଡା: ନୂଆପଡା  ଖରିଆର  ରୋଡରେ  ବିଜେଡି ନେତା ମହମ୍ମଦ ଜୁନେଦ  ଘରେ ଆଇଟି ରେଡ । ଆୟକର ବିଭାଗ ଓ ପୋଲିସ ପକ୍ଷରୁ ମିଳିତ ଯାଞ୍ଚ କରାଯାଇଛି । କଂଗ୍ରେସ ଛାଡି କାଲି  ବିଜେଡିରେ ସାମିଲ ହୋଇଥିଲେ  ଜୁନାଦ । କିଛି ସମୟ ପୂର୍ବରୁ ନୂଆପଡା, ଖରିଆର ରୋଡରେ ହୋଟେଲ ଯାଞ୍ଚ କରାଯାଇଥିଲା ।  ଆୟକର ବିଭାଗ ଓ ପୋଲିସ ପକ୍ଷରୁ ମିଳିତ ଯାଞ୍ଚ କରାଯାଇଛି । ନୂଆପଡାର ସବୁ ଏଣ୍ଟ୍ରି ପଏଣ୍ଟ ରେ କଡାକଡି ଯାଞ୍ଚ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking