17.1 C
Bhubaneswar
Tuesday, December 9, 2025
Homeଓଡିଶାଆତ୍ମହତ୍ୟା ଭଳି ଲାଗୁଛି: କେନ୍ଦ୍ରାପଡା ଏସ୍‌ପି

ଆତ୍ମହତ୍ୟା ଭଳି ଲାଗୁଛି: କେନ୍ଦ୍ରାପଡା ଏସ୍‌ପି

କେନ୍ଦ୍ରାପଡା: ଯୁବତୀ ଜିଅନ୍ତା ଜଳିଯିବା ଘଟଣାରେ କେନ୍ଦ୍ରାପଡା ଏସପି ସୂଚନା ଦେଇଛନ୍ତି । ପ୍ରଥମେ ଏହା ହତ୍ୟା ନା ଆତ୍ମହତ୍ୟା ତଦନ୍ତ କରୁଛୁ । ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ଭଲି ଲାଗୁଛି । ସବୁ ବାଟ ବନ୍ଦ ଥିଲା।ତେଣୁ ଏହା ଆତ୍ମହତ୍ୟାଭଳି ଲାଗୁଛି ।  ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ । ଯଦିଓ ଆତ୍ମହତ୍ୟା କରିଛନ୍ତି କାରଣ କଣ ତଦନ୍ତ କରିବୁ । ସୂଚନାଥାଉକି, ଗତକାଲି ଯୁବତୀ ଜଣଙ୍କ ଘରେ କେହି ନଥିବା ଦେଖି ନିଜେ ଜଳିଯାଇଥିଲେ । ତାଙ୍କ ପୁରୁଷ ବନ୍ଧୁ ଅଶ୍ଲୀଳ ଭିଡିଓ ଫଟୋ ଭାଇରାଲ କରିବା ପାଇଁ ଧମକ  ଦେଉଥିବାରୁ ସେ ସହି ନପାରି କିରୋସିନି ଢାଳି  ନିଜକୁ ଜାଳି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking