30.1 C
Bhubaneswar
Sunday, February 8, 2026
Homeଓଡିଶାମହାଦୀପ ପଡିବା ଦୁର୍ଭାଗ୍ୟର କଥା : ଭକ୍ତ ଦାସ

ମହାଦୀପ ପଡିବା ଦୁର୍ଭାଗ୍ୟର କଥା : ଭକ୍ତ ଦାସ

ଭୁବନେଶ୍ୱର : ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାଦୀପ ପଡିବା ଘଟଣାରେ କଂଗ୍ରେସ ପିସିସି ସଭାପତି ଭକ୍ତ ଦାସ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି , ଏହା ଏକ ଦୁର୍ଭାଗ୍ୟର କଥା କହି ରାଜ୍ୟ ସରକାରକୁ ସମାଲୋଚନା କରିଛନ୍ତି । ଭବବାନଙ୍କ ନାଁ ନେଇ ସରକାରକୁ ଆସିଛନ୍ତି । ଠାକୁରଙ୍କ କାମରେ ଅବ୍ୟବସ୍ଥା  କରୁଛନ୍ତି । ରଥଯାତ୍ରାରେ  ବଳଭଦ୍ରଙ୍କୁ ପକାଇଦେଇଥିଲେ । ସେମିତି ଲିଙ୍ଗରାଜ ମହାଦୀପକୁ ପକାଇ ଦେଲେ । ଆଗୁଆ ପ୍ରସ୍ତୁତି ନଥିବାରୁ ଏଭଳି ଅଘଟଣ ଘଟିଛି ।  ଯେଉଁ ଅଫିସର ଦାୟିତ୍ୱରେ ଥିଲେ ତାଙ୍କୁ ପ୍ରଶ୍ନ କରାଯାଉ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking