27.1 C
Bhubaneswar
Tuesday, March 31, 2026
Homeଦେଶ ବିଦେଶଡ୍ରାଗନ - ହାତୀ ଏକାଠି ହେବା ଗୁରୁତ୍ୱପୂର୍ଣ୍ଣ – ଜିନପିଙ୍ଗ୍‌

ଡ୍ରାଗନ – ହାତୀ ଏକାଠି ହେବା ଗୁରୁତ୍ୱପୂର୍ଣ୍ଣ – ଜିନପିଙ୍ଗ୍‌

ଚୀନ୍: ତିଆନଜିନରେ ଅନୁଷ୍ଠିତ ଏସସିଓ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନାରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଗୁରୁତ୍ୱାରୋପ କରିଛନ୍ତି ଯେ ଭାରତ ଏବଂ ଚୀନ୍ ପାଇଁ “ଏକତ୍ର ହେବା” ଏବଂ “ବନ୍ଧୁ ହେବା” ଗୁରୁତ୍ୱପୂର୍ଣ୍ଣ। ଦ୍ୱିପାକ୍ଷିକ ଆଲେଚନାରେ ଚୀନ୍ ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ବିଶ୍ୱ ପରିବର୍ତ୍ତନ ଆଡକୁ ଯାଉଛି। ଚୀନ୍ ଓ ଭାରତ ଦୁଇଟି ପ୍ରାଚୀନ ସଭ୍ୟତା। ଡ୍ରାଗନ ହାତୀ ଏକାଠି ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଭାରତ ଓ ଚୀନ୍ ଭଲ ବନ୍ଧୁ ଓ ପଡୋଶୀ ହେବା ଗୁରୁତ୍ୱପୂର୍ଣ୍ଣ । ଆମେ ବିଶ୍ୱର ଦୁଇ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ । ଦକ୍ଷିଣ ଏସିଆ ଓ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ଏକାଠି କାମ କରିବାକୁ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking