21.1 C
Bhubaneswar
Thursday, February 5, 2026
Homeଓଡିଶାସ୍ୱାର୍ଥପର ଲୋକ ଦଳରୁ ପଳାଇଲେ ଭଲ: ପ୍ରମିଳା

ସ୍ୱାର୍ଥପର ଲୋକ ଦଳରୁ ପଳାଇଲେ ଭଲ: ପ୍ରମିଳା

ଭୁବନେଶ୍ୱର: ଦେବାଶିଷ ସାମନ୍ତରାୟଙ୍କୁ  ପ୍ରମିଳା ମଲ୍ଲିକଙ୍କ ଜବାବ । କିଛି ସ୍ୱାର୍ଥପର ନେତା  ଅଛନ୍ତି, ସ୍ୱାର୍ଥରେ ବାଧା ହେଲେ ଦଳ ଛାଡନ୍ତି । ସ୍ୱାର୍ଥପର ଲୋକ ଦଳରୁ  ପଳାଇଲେ  ଭଲ । ଦଳ ଶୃଙ୍ଖଳାର ସହ ଚାଲିଛି , କିଛି ଅସୁବିଧା ହୋଇନି । ପଦବୀ ସମ୍ଭାଳି ନପାରି ଇସ୍ତଫା ଦେଲେ ଦେବାଶିଷ । ସୂଚନାଥାଉକି, ସୋମବାର ଦେବାଶିଷ ସାମନ୍ତରାୟ ସିନିଅର ସିଟିଜେନ ପଦରୁ ଇସ୍ତଫା ଦେଇଛନ୍ତି  ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking