33.1 C
Bhubaneswar
Sunday, June 22, 2025
Homeଓଡିଶାରାତି ହେଲେ ଡର ଲାଗୁଛି : ନିରଞ୍ଜନ

ରାତି ହେଲେ ଡର ଲାଗୁଛି : ନିରଞ୍ଜନ

ଭୁବନେଶ୍ୱର : ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନଙ୍କ ଘରେ ଚୋରି ପ୍ରସଙ୍ଗରେ ନିରଞ୍ଜନ କହିଲେ , ରାତି ହେଲେ ଡର ଲାଗୁଛି । ଥରେ ଚୋର ପଶିବା ପରେ ପୁଲିସ ହାଇ ଆଲର୍ଟରେ ଅଛି । ତଥାପି ପୁଣିଥରେ ଚୋର ଆମ ଘରେ ପଶୁଛି ।ଏଭଳି ଚୋରି ଘଟଣା ଦୁର୍ଭାଗ୍ୟଜନକ କହିଛନ୍ତି । ପୂର୍ୱାପେକ୍ଷା ଏବେ ଭୁବନେଶ୍ୱରରେ କ୍ରାଇମ  ବଢିଛି ।  ଏ ଦିଗରେ କାମ ନକଲେ ଲୋକେ ସୁରକ୍ଷିତ ମଣିବେନି । କ୍ରାଇମ ବଢୁଥିବାରୁ ପୁଲିସ ତଦନ୍ତ ସେଭଳି ହେବା ଆବଶ୍ୟକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking