ନୂଆଦିଲ୍ଲୀ: ଇରାନ ଉପରେ ଇସ୍ରାଏଲର ବଡ ଧରଣର ଏୟାରଷ୍ଟ୍ରାଇକ ହୋଇଛି । ୨୦୦ ରୁ ଅଧିକ ଲଢୁଆ ବିମାନ ଦ୍ୱାରା ଆକ୍ରମଣ ହୋଇଛି । ଇରାନର ୩ ସେନା ମୁଖ୍ୟଙ୍କ ମୃତ୍ୟୁ ଦାବା କଲା ଇସ୍ରାଏଲ । ଇରାନ ସଶସ୍ତ୍ର ବାହିନୀର ମୁଖ୍ୟ, ଆଇଆରଜିସିର କମାଣ୍ଡର ଙ୍କ ମୃତ୍ୟୁ ହୋଇଛି । ଇରାନର ଜରୁରୀକାଳୀନ କମାଣ୍ଡରଙ୍କ ମୃତ୍ୟୁ ଦାବି କଲା ଇସ୍ରାଏଲ ।