ଭୁବନେଶ୍ୱର :ଲୁହା ପଥରରୁ ୨୪୧୮ କୋଟି ୮୫ ଲକ୍ଷ ରାଜସ୍ୱ ଆଦାୟ ରହିଛି । ୩ ବର୍ଷରେ ରାଜସ୍ୱ ଆଦାୟ ତଥ୍ୟ ଦେଲେ ଖଣି ମନ୍ତ୍ରୀ ବିଭୂତି ଜେନା । ୩ ବର୍ଷରେ ୪,୧୮, ୭୯, ୦୫୦ ମେଟ୍ରିକ ଟନ ରପ୍ତାନୀ ହୋଇଛି । ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ୧୦୧୯ କୋଟି ୮୦ ଲକ୍ଷ ଆଦାୟ ହୋଇଛି ।