ଭୁବନେଶ୍ୱର : କଂଗ୍ରେସ ସଦସ୍ୟଙ୍କ ବିରୋଧରେ ପାଲଟା ସ୍ୱାଧିକାର ନୋଟିସ୍ । ସ୍ୱାଧିକାର ନୋଟିସ୍ ଆଣୁଛି କହିଲେ ବିଧାୟକ ଈରାଶିଷ ଆଚାର୍ଯ୍ୟ । କଂଗ୍ରେସ ସ୍ୱାଧିକାର ନୋଟିସ୍ ଆଣିବ କିପରି ଗଣମାଧ୍ୟମକୁ ଆସିଲା । ବାଚସ୍ପତିଙ୍କ ବିନା ଅନୁମତିରେ କିପରି ପ୍ରକାଶ ପାଇଲା ପଚାରିଲେ ଈରାଶିଷ । ଆପେକ୍ଷା ପ୍ରତିଆକ୍ଷୋପ ଭିତରେ ୨୦ ମିନିଟ ପାଇଁ ଗୃହ ମୁଲତବି । ଗୃହକୁ ମୁଲତବି କଲେ ବାଚସ୍ପତି ସୁରମା ପାଢୀ ।